Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ହକି ଚାମ୍ପିଅନସିପର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଦଳକୁ ଆଜି କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ
Bhubaneswar M Corp, Khordha | Aug 25, 2025
୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିଅନସିପର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଦଳକୁ ଆଜି କଳିଙ୍ଗ ଷ୍ଟାଡିଅମରେ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି ଆମ ଯୁବ ତାରକାମାନଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ସେମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ନିଜର ପରିଶ୍ରମ ବଳରେ ରାଜ୍ୟ ଓ ଦେଶ ପାଇଁ ଆହୁରି ସୁନାମ ଅର୍ଜନ କରିବାର ଶୁଭେଚ୍ଛା ଦେଉଛି । ତେବେ ଏହି ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ କ୍ରୀଡ଼ା ବିଦ ଦିଲ୍ଲୀପ ତୀର୍କୀ ମଧ୍ୟ ଉପସ୍ଥିତ ଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!