Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିବିର ଅଦାଲତ ଓଡିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଅନୁଷ୍ଠିତ ହୋଇଯାଇଛି

Jagatsinghapur, Jagatsinghpur | Aug 22, 2025
ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିବିର ଅଦାଲତ ଓଡିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ଅଦାଲତ ର ଅଧକ୍ଷ ଶ୍ରୀମତୀ ଶୋଭନା ମହାନ୍ତି ଙ୍କ ସହ ସଦସ୍ୟ ଶ୍ରୀମତୀ ଉର୍ମିଳା ମହାପାତ୍ର ଯୋଗଦାନ କରିଥିଲେ l
Read More News
T & CPrivacy PolicyContact Us