Download Now Banner

This browser does not support the video element.

ଝାରସୁଗୁଡା: ରେଳ ଷ୍ଟେସନ ଠାରେ ବିଜେପି କର୍ମୀଙ୍କ ପକ୍ଷରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ୱାଗତ

Jharsuguda, Jharsuguda | Sep 13, 2024
ଝାରସୁଗୁଡା ବିଜେପି ପକ୍ଷରୁ ଝାରସୁଗୁଡା ରେଳ ଷ୍ଟେସନରେ ଆଜି ଶୁକ୍ରବାର ପୂର୍ବାହ୍ନ 11:30 ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ୱାଗତ କରାଯାଇଛି l ବିଜେପି କର୍ମୀ ମାନେ ଫୁଲ ତୋଡ଼ା ଦେଇ ରାଜସ୍ୱ ମନ୍ତ୍ରୀ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ସ୍ୱାଗତ କରିଛନ୍ତି l ବିଧାନସଭା ଶେଷ ହେବା ପରେ ଏହା ମନ୍ତ୍ରୀଙ୍କ ପ୍ରଥମ ଝାରସୁଗୁଡା ଜିଲ୍ଲା ଗସ୍ତ ଥିବାବେଳେ ଜିଲ୍ଲା ବିଜେପି କର୍ମୀଙ୍କ ମନରେ ଅନେକ ଉତ୍ସାହ ଦେଖାଦେଇଛି l ମନ୍ତ୍ରୀଙ୍କୁ ସ୍ୱାଗତ ଅବସରରେ ପ୍ରମୋଦ ସେନାପତି, ଆଲୋକ କୁମାର ସାହୁ, ସୁଧାଂଶୁ ଡୋରା ପ୍ରମୁଖଙ୍କ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us