Download Now Banner

This browser does not support the video element.

ଭୋଗରାଇ: ଚନ୍ଦନେଶ୍ୱର ବଜାରରେ ବାଣ ଦୋକାନ ରେ ତାଳସାରି ସାମୁଦ୍ରିକ ପୋଲିସର ଚଢ଼ାଉ,ବାଣ ଜବଦ ସହିତ ଜଣେ ଗିରଫ

Bhograi, Balasore | Oct 6, 2025
ଚନ୍ଦନେଶ୍ୱର ବଜାରରେ ବାଣ ଦୋକାନରେ ଚଢ଼ାଉ କଲା ତାଳସାରି ସାମୁଦ୍ରିକ ପୋଲିସ , ୩୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବଦ , ଜଣେ ଗିରଫ , ଗିରଫ ଯୁବକ ହେଲେ ଗଣେଶପୁର ଗାଁର ସଞ୍ଜୟ ବେହେରା । ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ବେଆଇନ ଭାବେ ଗଣେଶପୁର ଗାଁର ସଞ୍ଜୟ ବେହେରା ବାଣ ବ୍ୟବସାୟୀ କରୁଥିଲେ । ତାଳସାରି ସାମୁଦ୍ରିକ ଥାନା ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ୪୦ ହଜାର ଟଙ୍କାର ବିଭିନ୍ନ ପ୍ରକାର ବାଣ ଜବଦ କରାଯିବା ସହିତ ବ୍ୟବସାୟୀ ସଂଜୟକୁ ଗିରଫ କରିବା ସହିତ ୯୨/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଛି ତାଳସାରି ପୋଲିସ ।
Read More News
T & CPrivacy PolicyContact Us