Download Now Banner

This browser does not support the video element.

ବାଣପୁର: ଗୋଡ଼ିଝର ଗ୍ରାମର ବିଭୁଦତ୍ତ ରାଉତରାୟ ଙ୍କୁ ପତ୍ନୀ ହତ୍ୟା ଅଭିଯୋଗ ରେ ୧୦ ହଜାର ଜୋରିମାନା ସହ ଆଜୀବନ ଜେଲ ଦଣ୍ଡ,

Banapur, Khordha | Sep 24, 2025
ବାଣପୁର କ୍ୟାମ୍ପ କୋର୍ଟ ରେ ଜେଲଦଣ୍ଡ ଦେଇଛନ୍ତି ଖୋର୍ଦ୍ଧା ଦୌରାଜଜ ରଞ୍ଜୁଳତା ଲେଙ୍କା, ଅଭିଯୁକ୍ତ ର ନାମ ବିଭୁଦତ୍ତ ରାଉତରାୟ ଘର ଗୋଡ଼ିଝର ଗ୍ରାମରେ,ଆଜି ମଧ୍ୟାହ୍ନ ୧ ଟା ରେ ରାୟ ପ୍ରକାଶ ପାଇଛି,
Read More News
T & CPrivacy PolicyContact Us