Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଇନ୍ଫୋଷ୍ଟିଟି ଥାନା ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି, କମିସନରେଟ ପୋଲିସ ସହାୟତାରେ ରେଡ କରୁଛି ଆସାମ ପୋଲିସ

Bhubaneswar M Corp, Khordha | Sep 4, 2025
ଇନ୍ଫୋଷ୍ଟିଟି ଥାନା ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି, କମିସନରେଟ ପୋଲିସ ସହାୟତାରେ ରେଡ କରୁଛି ଆସାମ ପୋଲିସ | ରାଜଧାନୀରେ ଆସାମ ପୋଲିସର ରେଡ୍। ଆଜି 10.34ରେ ଇନ୍ଫୋଷ୍ଟିଟି ଥାନା ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି। କମିଶନରେଟ୍ ପୋଲିସ ସହାୟତାରେ ଚାଲିଛି ମାରାଥନ୍ ରେଡ୍। ଜଣେ ମୋଷ୍ଟ୍ ୱାଣ୍ଟେଡ ଅପରାଧୀଙ୍କୁ ଧରିବା ପାଇଁ ଚାଲିଛି ଚଢ଼ାଉ। ତେବେ ଏଠି ପ୍ରଶ୍ନ ଉଠୁଛି କେବେ ଠାରୁ ଆପାର୍ଟମେଣ୍ଟ ରେ ଫ୍ଲାଟ ରେ ରହି ଆସୁଥିଲା ଅପରାଧୀ | କେତେ ଜଣ ରହୁଥିଲେ | ଆପାର୍ଟମେଣ୍ଟ କତୃପପକ୍ଷ ଜାଣି ଥିଲେ କି ନାହିଁ | ଏଭଳି ତମାମ ପ୍ରଶ୍ନ ର ଉତ୍ତର ଖୋଜୁଛି ପୋଲିସ |
Read More News
T & CPrivacy PolicyContact Us