Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ୟୁନିଟ ୯ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସ୍କୁଟିକୁ ପିଟିଲା ଗ୍ଲାମର; ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ଅବସ୍ତା ସଙ୍କଟା ପର୍ଣ୍ଣ

Bhubaneswar M Corp, Khordha | Aug 24, 2025
ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା |  ଭୁବନେଶ୍ୱର ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ସମୁଖରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା | ସୂଚନା ଅନୁସାରେ ସ୍କୁଟି କୁ ପିଟିଲା ଗ୍ଲାମର ଦୁଇ ବାଇକ ଆରୋହୀଙ୍କ ଅବସ୍ତା ସଙ୍କଟା ପର୍ଣ୍ଣ | ତେବେ ଆମ୍ବୁଲାନ୍ସ ନଆସିବାରୁ ଅଟୋରେ କ୍ୟାପିଟାଲ ହସ୍ପିଟାଲ ନେଲେ ସ୍ଥାନୀୟ ବାସିନ୍ଧା | ଦୁଇ ବାଇକ ଆରୋହୀଙ୍କ ଅବସ୍ତା ଅତ୍ୟନ୍ତ ସଙ୍କଟା ପର୍ଣ୍ଣ ଥିବା ବେଳେ ଉଭୟଙ୍କ ପରିଚୟ ମିଳି ପାରିନି | ଏହି ଦୁର୍ଘଟଣାରେ ଉଭୟ ଗାଡି ମଧ୍ୟ ସମ୍ପୂର୍ଣ ଭାଙ୍ଗି ଯାଇଛି | ତେବେ ଘଟଣା ସ୍ଥଳ ରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି |
Read More News
T & CPrivacy PolicyContact Us