Download Now Banner

This browser does not support the video element.

କେନ୍ଦୁଝର ସହର: ଲଗାଣ ବର୍ଷାରେ କାଞ୍ଜିପାଣି ଘାଟିରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

Kendujhar Town, Kendujhar | Aug 24, 2025
ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଗତ ରାତିରେ ଭୂସ୍ଖଳନ ଘଟି ରାତି ତମାମ ଯାତାୟାତ ବାଧାପ୍ରାପ୍ତ ରହିଥିବା ଜଣା ପଡିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାସ୍ତାରୁ ମାଟି ହଟାଇ ଯାତାୟାତ ଉପଯୋଗୀ କରିବାକୁ ପ୍ରୟାସ ଜାରି ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି।
Read More News
T & CPrivacy PolicyContact Us