Download Now Banner

This browser does not support the video element.

ଓରିଏଣ୍ଟ: କିର୍ମିରା ବ୍ଲକ କିର୍ମିରା ସୋସାଇଟିରୁ ସାର ଚୋରି ଘଟଣାରେ ଜିଲ୍ଲା କୃଷି କାର୍ଯ୍ୟାଳୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦେଲେ ପ୍ରତିକ୍ରିୟା l

Orient, Jharsuguda | Sep 10, 2025
କିର୍ମିରା ବ୍ଲକ କିର୍ମିରା ସୋସାଇଟିରୁ ସାର ଚୋରି ଘଟଣାରେ ଜିଲ୍ଲା କୃଷି କାର୍ଯ୍ୟାଳୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦେଲେ ପ୍ରତିକ୍ରିୟା l ଆଜି ବୁଧବାର ଅପରାହ୍ନ ପ୍ରାୟ ୨ ଟା ରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ଘଟଣା ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l
Read More News
T & CPrivacy PolicyContact Us