This browser does not support the video element.
ଫୁଲବାଣୀ ସହର: ରାଇଖୋଲ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ
Phulabani Town, Kandhamal | Oct 1, 2024
ଆଜି ତାରିଖ 01/10/2024 ସକାଳ ଦଶଟା ବେଳେ ଦୁତିପଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ଆଠଟି ବିଦ୍ୟାଳୟର ଶହେ କୋଡିଏ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଓଡ଼ିଶାର ଲୋକ କଳା ଏବଂ ଲୋକ ସଂସ୍କୃତି ଉପରେ ନୃତ୍ୟ, ଗିତ, ଚିତ୍ରାଙ୍କନ, ବାତ୍କୃତା, ତର୍କ, ଶୃତଲିଖନ ଓ ସୁନ୍ଦର ହସ୍ତାକ୍ଷର, କୁଇଜ, ପ୍ରବନ୍ଧ ଲିଖନ, ପିଏମ ପୋଷଣ ହସ୍ତ ଶିଳ୍ପ ଓ ଚିତ୍ର କଳା, ମୌଳିକ ସକ୍ଷରତା ଓ ସଂଖ୍ୟା ଜ୍ଞାନ