This browser does not support the video element.
ଉଦଳା: ଗୋପବନ୍ଧୁନଗର ବ୍ଲକ ସାହାୟକ ଓ ସହାୟୀକା ସଂଘ ପକ୍ଷରୁ ୪ ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ଉଦଳା ବିଧାୟକ ଙ୍କୁ ପ୍ରଦାନ
Udala, Mayurbhanj | Sep 27, 2024
ଗୋପବନ୍ଧୁନଗର ବ୍ଲକ ସାହାୟକ ଓ ସହାୟୀକା ସଂଘ ପକ୍ଷରୁ ୪ ଦଫା ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଵର ଏକ ଦାବି ପତ୍ର ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ଖାଉଟୀ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ସାହାୟକ ଓ ସହାୟୀକା ମାନେ ଗତ ୧୦ ବର୍ଷ ଧରି ସ୍ଵଳ୍ପ ଦରମା ପାଇଁ ନିଷ୍ଠାର ସହିତ କାର୍ଯ୍ୟକରିଆସୁଛନ୍ତି । ଏପରିକି ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ଇ- କେୱାଇସି, କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ ତୁଲାଇ ଆସୁଛନ୍ତି ।