This browser does not support the video element.
ଓରିଏଣ୍ଟ: ଆମଦରହ ଜଙ୍ଗଲରେ ବନ୍ଧୁକ ଓ ଟାଙ୍ଗିଆ ଧରି ବୁଲୁଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
Orient, Jharsuguda | Aug 24, 2025
ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଆମଦରହ ଜଙ୍ଗଲରେ ଶିକାରୀ ବନ୍ଧୁକ ଟାଙ୍ଗିଆ ଧରି ବୁଲୁଥିବା ବେଳେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ ଗତକାଲି ରାତିରେ ଦୁଇଜଣ ବ୍ୟକ୍ତି ଶିକାର ଉଦେଶ୍ୟରେ ଆମଦରହ ଜଙ୍ଗଲ ରାସ୍ତାରେ ଶିକାରୀ ବନ୍ଧୁକ, ଧାରୁଆ ଟାଙ୍ଗିଆ ଧରିଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ପେଟ୍ରୋଲିଂ ସମୟରେ ଦେଖିବାକୁ ପାଇଥିଲେ। ତେବେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କୁ କାବୁ କରାଯାଇ ଅଭିଯୁକ୍ତ ଦ୍ଵୟଙ୍କ ଠାରୁ ଶିକାରୀ ବନ୍ଧୁକ, ବାରୁଦ ଓ ଏକ ଟାଙ୍ଗିଆ ଜବତ