Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ପିତୃ ବିୟୋଗ ଖବର ପାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିଲେ ସାଂସଦ ପ୍ରତିନିଧି

Titlagarh, Balangir | Sep 11, 2025
ଟିଟିଲାଗଡ଼ ବଣିକ ସଂଘ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ପିତା ସ୍ବର୍ଗତ ରାମ ବିଳାସ ଗୋଏଲଙ୍କ ପରଲୋକ ଗମନ କରିଛନ୍ତି। ତେବେ ଏହି ଦୁଃଖଦ ଖବର ପାଇ ଆଜି ଅପରାହ୍ନ ୧.୩୦ ସମୟରେ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରତିନିଧି ଶ୍ରୀ ମୁକେଶ ଜୈନ ନିଜର ସମର୍ଥକ ମାନଙ୍କୁ ନେଇ ଗୋଏଲ ପରିବାର ବର୍ଗଙ୍କୁ ଭେଟି ଶାନ୍ତ୍ବନା ଦେବା ସହ ସ୍ବର୍ଗତ ରାମ ବିଳାସଙ୍କ ଆତ୍ମାକୁ ପ୍ରଭୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
Read More News
T & CPrivacy PolicyContact Us