Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବନ୍ଦ ହେଲା ହୀରାକୁଦର 4 ଟି ସୁଇସ ଗେଟ

Sambalpur M, Sambalpur | Aug 26, 2025
ସମ୍ବଲପୁର - ବନ୍ଦ ହେଲା ହୀରାକୁଦ ର 4 ଟି ସୁଇସ ଗେଟ l ପୂର୍ବରୁ 12 ଟି ଗେଟ ଦେଇ ହେଉଥିଲା ବନ୍ୟାଜଳ ନିଷ୍କାସନ l ଉପର ମୁଣ୍ଡରୁ ବନ୍ୟାଜଳ କମ ଆସିବା ଫଳରେ ବନ୍ଦ ହେଲା ଗେଟ l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 621.43 ଫୁଟ ରହିଛି l ସକାଳ 9 ଟା ସମୟ ର ଡାଟା ଅନୁଯାୟୀ ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 1 ଲକ୍ଷ 74 ହଜ଼ାର 466 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର ରୁ 2 ଲକ୍ଷ 24 ହଜ଼ାର 177 କ୍ୟୁସେକ ଜଳ ନିଷ୍କାସନ ହେଉଛି l
Read More News
T & CPrivacy PolicyContact Us