This browser does not support the video element.
ବୌଦ୍ଧ ସଦର: ଚାରିଛକ ଅଂଶୁଲା ଠାରେ କଂଗ୍ରେସର ସଂଗଠନ ସୁଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Baudh Sadar, Boudh (Bauda) | Sep 13, 2025
ଆଜି ସକାଳ ପାଖପାଖି ୧୧.୩୦ସମୟରେ ହରାଭଙ୍ଗା ବ୍ଲକର ଚାରିଛକ ଠାରେ ଥିବା ଅଂଶୁଳା ଠାରେ କଂଗ୍ରେସର ସଂଗଠନର ସୁଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମର ମୂଳ ଲକ୍ଷ କଂଗ୍ରେସର ଗ୍ରାସରୁଟର କର୍ମ ଲାର୍ତ୍ତା ମାନଙ୍କ ଦ୍ୱରା ନିଜର ଜିଲ୍ଲା ସଭପତିଙ୍କୁ ଚୟନ କରିଵା l ଜିଲ୍ଲା କଂଗ୍ରେସ କମିଟିର ପକ୍ଷରୁ ସାଭପତି ଶ୍ରୀ ନବକୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ପ୍ରଥମେ ସଭାସ୍ଥଳ ସଦତାଧିକ କଂଗ୍ରେସ କର୍ମୀ ଓ ମଞ୍ଚାସିନ ଅତିଥି ମାନଙ୍କ ଭୋଟ ଚୋର ଗାଦୀ ଛୋଡ ନାରାରେ କମ୍ଫିତ ହୋଇଥିଲା l