Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଗସ୍ତରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍ଥାନ କଲେ ପରିଦର୍ଶନ

Kantamal, Boudh (Bauda) | Sep 10, 2025
ବୁଧବାର ଦିନ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ବରିଷ୍ଠ ଅଧିକାରୀ ମାନେ କଣ୍ଟାମାଳ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଖମନ୍ ମୁଣ୍ଡା ଠାରେ ଏକ ପେଡ ମା କେ ନାମ ବୃକ୍ଷ ରୋପଣ ପାଇଁ ଚାଲିଥିବା ଗାତ ଖୋଳା କାର୍ଯ୍ୟର ଅନୁଧ୍ୟାନ କରିଥିଲେ | ସେହିପରି ଦିଗୁନମାଲ ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ |
Read More News
T & CPrivacy PolicyContact Us