Download Now Banner

This browser does not support the video element.

ପରଜଙ୍ଗ: ଢେଙ୍କାନାଳ ଜିଲାପରିସଦ କକ୍ଷରେ ମଙ୍ଗଳବାର ୧୨ଟାରେ ଶହୀଦ ବାଜିରାଉତଙ୍କ ଶତବାର୍ଷିକ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Parajang, Dhenkanal | Sep 9, 2025
ଢେଙ୍କାନାଳ ଜିଲାପରିସଦ କକ୍ଷରେ ମଙ୍ଗଳବାର ୧୨ଟାରେ ଶହୀଦ ବାଜିରାଉତଙ୍କ ଶତବାର୍ଷିକ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପସ୍ଥିତ ରହିଲେ ବିଧାୟକ ବିଭୁତି ପ୍ରଧାନ ।ଭୁବନ ମାଟିର ବିର ବାଜିରାଉତଙ୍କ ଶତବାର୍ଷିକ ଜନ୍ମ ଜୟନ୍ତୀ ପାଳନ ପାଇଁ ମଙ୍ଗଳବାର ଢେଙ୍କାନାଳ ଜିଲାପରିସଦ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ଥିବାବେଳେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us