Install App
qhour
This browser does not support the video element.
ଫୁଲବାଣୀ ସହର: ଦଡିକି ଛକରେ ଗଛ ପଡି ରାସ୍ତା ଅବରୋଧ, ଯାତାୟତ ସ୍ୱାଭାବିକ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି
Phulabani Town, Kandhamal | Aug 23, 2025
ଦଡିକି ଛକରେ ଗଛପଡି ରାସ୍ତା ଅବରୋଧ, ଦମକଳ ବାହିନୀ ପହଞ୍ଚି ଗଛକଟା ଆରମ୍ଭ କରାଯାଇଛି, ଶନିବାର ଦିନ 12ଘଣ୍ଟିକା ସମୟରେ ଅଚାନକ ଗଛ ଟି ଉପୁଡି ପଡିଥିଲା ଯାହାକୁ ନେଇ 1ଘଣ୍ଟା ଧରି ରାସ୍ତା ରେ ଗାଡି ମଟର ଚାଲିବା ବ୍ୟାଘତ ଘଟିଥିଲା, ପରେ ଦମକଳ ବାହିନି ପହଞ୍ଚି ଗଛକୁ କାଟି ରାସ୍ତା ଅବରୋଧ ଉଠାଇବା ଦେଖିବାକୁ ମିଳିଛି,ଫୁଲବାଣୀ ଗଛାପଡା ଗାଡି ଚଳାଚଳ ବନ୍ଦ ହଇପଡିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!