Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଖଣ୍ଡଗିରି ଓଭର ବ୍ରିଜ ନିକଟରେ ଆମ ବସ କୁ ଧକା ଦେଲା କାର, ଆମ ବସର ଲାଇଟ ଭାଙ୍ଗି ଚୁନା

Bhubaneswar M Corp, Khordha | Aug 22, 2025
ଖଣ୍ଡଗିରି ଓଭର ବ୍ରିଜ ନିକଟରେ ଆମ ବସ କୁ ଧକା ଦେଲା କାର, ଆମ ବସର ଲାଇଟ ଭାଙ୍ଗି ଚୁନା | ଆମ ବସ କୁ ଧକା ଦେଲା କାର। କାର ଧକ୍କାରେ ଆମ ବସ ର ଲାଇଟ୍ ଭାଙ୍ଗି ଚୁନା । ଆଜି 2.43ରେ ଘଟଣା ଘଟିଛି ଖଣ୍ଡଗିରି ଓଭରର୍ବ୍ରିଜ ନିକଟରେ। ସୁଚନା ଅନୁସାରେ ଭୁବନେଶ୍ୱର ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଆମ ବସଟି ଖଣ୍ଡଗିରି ଛକକୁ ଯାଉଥିବା ସମୟର ରଙ୍ଗ ସାଇଟ ରୁ ଆସୁଥିବା ଏକ କାର ଆମ ବସ କୁ ଧକ୍କା ଦେଇଥିଲା। ଯାହା ଫଳରେ ଆମ ବସର ଲାଇଟ ଭାଙ୍ଗି ଯାଇଥିଲା | ଏହି ଦୁର୍ଘଟଣା କୁ ନେଇ ଉଭୟ ଙ୍କ ମଧରେ ଯୁକ୍ତି ତର୍କ ହେଇଥିଲା। କିଛି ସମୟ ପାଇଁ ଟ୍ରାଫିକ ଜାମ ପରିସ୍ଥିତି ଉପୁଜି ଥିଲା |
Read More News
T & CPrivacy PolicyContact Us