This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳ ଭଦ୍ରକଙ୍କ ଅଧ୍ୟକ୍ଷତାରେ ସଶକ୍ତ ନାରୀ,ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ପକ୍ଷ ପାଳନ ସମ୍ପର୍କିତ ବୈଠକ ଅନୁଷ୍ଠିତ
Bhadrak Rural, Bhadrak | Sep 19, 2025
ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ସଶକ୍ତ ନାରୀ,ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ପକ୍ଷ ପାଳନ ସମ୍ପର୍କିତ ବୈଠକ ଅନୁଷ୍ଠିତ।ଏହି ବୈଠକରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ,ରେଡ଼ କ୍ରସ ଓ ବ୍ଲଡ଼ ବ୍ୟଙ୍କ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ମାସକୁ ୨୫୦୦ ୟୁନିଟ ରକ୍ତ ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିନିମିତ୍ତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ,ମିଶନ ଶକ୍ତି, ବ୍ୟାଙ୍କ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ କୁ ଆଗେଇଆସି ବର୍ଷକୁ ଅନ୍ତତ ଦୁଇ ଥର ରକ୍ତ ଦାନ କରି ଏହି ଲକ୍ଷ୍ୟକୁ ପୁରାଣ କରିବାକୁ ନିବେଦନ ହୋଇଥିଲା।