Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ପାଣ୍ଡରାରେ ଦେହରେ ନିଆଁ ଲଗାଇ ଜଳି ଗଲେ ଯୁବକ

Bhubaneswar M Corp, Khordha | Aug 28, 2025
ରାଜଧାନୀରେ ଘଟିଛି ଅଭାବନୀୟ ଘଟଣା | ଭୁବନେଶ୍ୱର ପାଣ୍ଡରାରେ ଦେହରେ ନିଆଁ ଲଗାଇ ଜଳି ଗଲେ ଯୁବକ, କେହି ନିଆଁ କୁ ଆୟତ କରିବା ପୂର୍ବରୁ ଜଳି ଯୁବକଙ୍କ ମୃତ୍ୟୁ। ମୃତକ ହେଲେ ଦୀପକ ସାହୁ,ବୟସ 46 ବର୍ଷ । ପେଶାରେ ଦୀପକ ସାହୁ ଜଣେ ଓକିଲ । ଯାହା ସୂଚନା ରହିଛି ନିଜ ଘର ଛାତ ଉପରେ ନିଜେ ନିଜକୁ ନିଆଁ ଲଗାଇ ଦେଇଛନ୍ତି । ତେବେ ଯୁବକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ | ଘଟଣା ସ୍ଥଳ ରେ ମଞ୍ଚେଶ୍ବର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହ ମଞ୍ଚେଶ୍ବର ପୋଲିସ କ୍ୟାପିଟାଲ ହସ୍ପିଟାଲ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି |
Read More News
T & CPrivacy PolicyContact Us