Download Now Banner

This browser does not support the video element.

ବଡସାହି: ବଡସାହିବ୍ଲକ ବିଭାଜନ କରି ମାଣତ୍ରୀ ଠାରେ ନୂତନବ୍ଲକ ଗଠନ ପାଇଁ ମାଣତ୍ରୀ କଲେଜରେ ଆୟୋଜିତ ବୈଠକରେ ଯୋଗଦେଲେ ବିଧାୟକ ସନାତନ ବିଜୁଳି

Barsahi, Mayurbhanj | Sep 4, 2025
ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡସାହି ବିଭାଜନ କରି ମାଣତ୍ରୀରେ ଏକ ନୂତନବ୍ଲକ ଗଠନପାଇଁ ୧୦ଟି ପଞ୍ଚାୟତର ବୁଦ୍ଧିଜୀବୀ, ଶିକ୍ଷାବିତ ଏବଂ ସଚେତନ ନାଗରିକ ତଥା ଜନ ପ୍ରତିନିଧିଙ୍କୁ ନେଇ ଗୁରୁବାର ଅପରାହ୍ନ ପାଞ୍ଚଟାରେ ମାଣତ୍ରୀ କଲେଜ ସଭାଗୃହରେ ଆୟୋଜିତ ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ନୂତନବ୍ଲକ କାର୍ଯ୍ୟକାରୀ କମିଟିର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନାଙ୍କ ସଭାପତିତ୍ବରେ ବୈଠକ ହୋଇଥିଲା l
Read More News
T & CPrivacy PolicyContact Us