Download Now Banner

This browser does not support the video element.

ଅମ୍ବାଭୋନା: ଅମ୍ବାଭୋନା ବ୍ଲକ କାର୍ଯ୍ୟାଲୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଆଜି ଅନୁଷ୍ଠିତ ହୋଇଛି, ଯୋଗଦେଲେ ବ୍ଲକ ବିଡିଓ

Ambabhona, Bargarh (Baragarh) | Oct 9, 2025
ଆଜି ଅମ୍ବାଭୋନା ବ୍ଲକ କାର୍ଯ୍ୟାଲୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ 10 AM ରୁ 4 PM ପର୍ଯ୍ୟନ୍ତ ଶିବିର ଅନୁଷ୍ଠିତ ହୋଇଯାଇଛି । ଅମ୍ବାଭୋନା ବ୍ଲକ ବିଡିଓ ଲଲିତ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଜି ହୋଇଥିବା ଏହି ଶିବିର ରେ ସର୍ବମୋଟ 102 ଜଣ ଭିନ୍ନକ୍ଷମ ଙ୍କ ପରୀକ୍ଷଣ କରାଯାଇଥିଲା । ଏହି ଶିବିର ରେ ଅସ୍ଥିସଲ୍ୟ ବିଶେଷଜ୍ଞ ସଂଜୟ ନାୟକ, ଭେଷଜ ବିଶେଷଜ୍ଞ ସୂବଲ ଚନ୍ଦ୍ର ମିଶ୍ର, ନାକ କାନ ଗଲା ବିଶେଷଜ୍ଞ ପ୍ରଭାତ ରାଉତ, ମାନସିକ ବିଶେଷଜ୍ଞ ନେପାଲ ଦୁଆନ୍, ଚକ୍ଷୁରୋଗ ବିଶେଷଜ୍ଞ ବିଶ୍ବମ୍ବର ସତପଥି ଓ ଅନ୍ଯାନ୍ଯ ବିଶେଷଜ୍ଞ ଯୋଗଦାନ କରିଥିଲେ ।
Read More News
T & CPrivacy PolicyContact Us