Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ ଟ୍ରାନ୍ସଫରମର୍ ତିଆରି କମ୍ପାନୀ ରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀ ନିଆଁ କୁ କଲେ ଆୟତ

Bhubaneswar M Corp, Khordha | Sep 8, 2025
ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳରେ ଟ୍ରାନ୍ସଫରମର୍ ତିଆରି କମ୍ପାନୀ ରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀ ନିଆଁ କୁ କଲେ ଆୟତ | ମଞ୍ଚେଶ୍ୱର୍ ଶିଳ୍ପାଞ୍ଚଳ ରେ ଅଗ୍ନିକାଣ୍ଡ। ଆଜି 8.45ରେ ଟ୍ରାନ୍ସଫରମର୍ ତିଆରି କମ୍ପାନୀ ରେ ଅଗ୍ନିକାଣ୍ଡ ଘଟିଛି । ଆଲ୍ଫା ଟ୍ରାନ୍ସଫରମର୍ ଲିମିଟେଡ କମ୍ପାନୀରେ ଲ ଲାଗିଲା ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିବା ସୂଚନା ମିଳିଛି । ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡ଼ି ପାଉଁଶ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଲାଗିଥିବା ସୂଚନା।
Read More News
T & CPrivacy PolicyContact Us