This browser does not support the video element.
ପୋଲସରା: ବୁଗୁଡ଼ା ବୁଦ୍ଧଖୋଲ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Polasara, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ନିକଟସ୍ଥ ବୁଦ୍ଧଖୋଲ ଶୈବପୀଠ କଲ୍ୟାଣ ମଣ୍ଡପ ଠାରେ ଗୁରୁଦିବସ ଅବସରରେ ବୁଗୁଡ଼ା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ୍ ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତାପ କୁମାର ଖାଡ଼ଙ୍ଗା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଟ୍ରଷ୍ଟ ସଭାପତି ବିଶ୍ୱ ମୋହନ ମିଶ୍ର, ସନମାନୀତ ଅତିଥି ଭାବେ ସମାଜସେବୀ ପ୍ରଭାକର ପଣ୍ଡା ଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ