Download Now Banner

This browser does not support the video element.

ଧରାକୋଟ: ବାହାଡାଗୁଡା ଗ୍ରାମରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା,ଗୋଟିଏ କାର,ଖଣ୍ଡା ସହ ଦୁଇ ଜଣକୁ ଗିରଫ କଲା ଧରାକୋଟ ପୋଲିସ

Dharakote, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମ ନିକଟରେ ଗତ 20 ତାରିଖ ରେ ଗ୍ରାମର ପ୍ରଶାନ୍ତ ଜେନା ନାମକ ଜଣେ ଯୁବକ କୁ ଖଣ୍ଡରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସ କୁ ମିଳିଛି ସଫଳତା l ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ସୁନାମୁହିଁ ଗ୍ରାମର କାଳିଆ ଜେନା ଏବଂ ସାନୁ ସ୍ୱାଇଁ ଙ୍କୁ ଗିରଫ କରିଛି ପୋଲିସ l
Read More News
T & CPrivacy PolicyContact Us