This browser does not support the video element.
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା କଂଗ୍ରେସ ଭବନରେ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ
Kendrapara, Kendrapara | Aug 23, 2025
କେନ୍ଦ୍ରାପଡ଼ା କଂଗ୍ରେସ ଭଵନରେ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ କିପରି ଆହୁରି ସୁଦୃଢ କରାଯାଇ ପାରିବ ସେ ନେଇ ଏହି ସମିଳନୀରେ ଆଲୋଚନା କରାଯାଇଛି l ବୈଠକରେ କଂଗ୍ରେସର କେନ୍ଦ୍ରାପଡ଼ା ବିଧାନସଭା ନେତ୍ରୀ ତଥା ପୁର୍ବତନ ବିଧାୟିକା ସିପ୍ରାମଳିକ,କଂଗ୍ରେସ ଜିଲା ସଂଯୋଜକ ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ଫକିର ଖଟୁଆ, ବିଧୁଭୂଷଣ ମହାପାତ୍ର ସମବେତ କର୍ମୀଙ୍କ ମାର୍ଗଦର୍ଶନ କରିଥିଲେ l