Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ

Paralakhemundi, Gajapati | Sep 2, 2025
ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ପୁଣି ଆଇ ଏମ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ଆଜି ଦୁଇଟା ବେଳେ ୟେଲୋ ସଙ୍କେତ ଜାରି କରିଛି। ଯାହାକି ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ତିନି ତାରିଖ ସକାଳ ଆଠଟା ତିରିଶି ମଧ୍ୟରେ ଘଡଘଡି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ନେଇ ଆଇ ଏମ ଡି ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଘଡଘଡି ସମୟ ସତର୍କ ରହିବା ଏବଂ ନଦୀ ନାଳକୁ ନଯିବା ପାଇଁ ଜିଲ୍ଲାବା
Read More News
T & CPrivacy PolicyContact Us