This browser does not support the video element.
କୋରାପୁଟ ସହର: ସୁନାବେଡ଼ା ପୈାର ପରିଷଦର ଗଞ୍ଜାମ କଲୋନୀରେ ଆୟୋଜିତ ଜୟ ଭୀମ କପ୍ ପ୍ରତିଯୋଗିତାରେ ଯୋଗଦେଲେ ସାଂସଦ
Koraput Town, Koraput | Aug 23, 2025
କୋରାପୁଟ ଜିଲ୍ଲାର ସୁନାବେଡ଼ା ପୈାର ପରିଷଦର ଗଞ୍ଜାମ କଲୋନୀରେ ଆୟୋଜିତ ଜୟ ଭୀମ ଫୁଟବଲ କପ୍ ପ୍ରତିଯୋଗିତାରେ ଯୋଗଦେଲେ ସାଂସଦ ସପ୍ତଗିରି ଉଲାକା। ଆଜି ଅପରାହ୍ନ ୪ଟା ସମୟରେ ଆୟୋଜିତ ପ୍ରତିଯୋଗିତାରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି ସାଂସଦ। ଅନ୍ୟମାନଙ୍କ ମଧ୍ୟରେ ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର ସହ ସମସ୍ତ କାଉନସିଲର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।