Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ଷୋଳମପୁର ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ , ପୁଣି ଧୋଇଗଲା ତିଖିଲିଆ ପୋଲ

Bhadrak Rural, Bhadrak | Aug 24, 2025
ଏବେବି ଆଖୁଆପଦା ଆନିକଟରେ ବିପଦ ସଂକେତ ଉପରେ ବୈତରଣୀ, ତେବେ ଲଗାଣ ବର୍ଷା ଓ ବୈତରଣୀରେ ଆସିଥିବା ବନ୍ୟା ଜଳ ପ୍ରଭାବରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲିବା ସହିତ ସ୍ଥିତି ପରଖିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲିକ,ବୈତରଣୀ ନଦୀରେ ଆସିଥିବା ବନ୍ୟା ପ୍ରଭାବରେ ଭଣ୍ଡାରିପୋଖରୀ ଷୋଳମପୁର ସ୍ଥିତ ତିକିଲିଆ ପୋଲ ପୁଣି ଥରେ ଧସି ଯାଇଛି । ଫଳରେ ପୁଣି ଅନେକ ଗାଁ ବାହ୍ୟ ଜଗତ୍ରୁ ବିଛିନ୍ନ ହୋଇଯାଇଛି । ଗତ ବନ୍ୟାରେ ପୋଲ ଭାଙ୍ଗି ଯାଇଥିଲା,ତେବେ ପ୍ରଶାସନକୁ ଗ୍ରାମବାସୀ ମନେ ଅନୁରୋଧ ପରେ ପୁଣି ମରାମତି ହୋଇଥିବା ବେଳେ ଏହି ବନ୍ୟାରେ ପୁଣି ଭାସିଯାଇଛି, ଏହି ଖବର ଆଜି ଦିନ 4 ଟାରେ ହୋଇଛି
Read More News
T & CPrivacy PolicyContact Us