Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାରେ ସାପ କାମୁଡାକୁ ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ସିଡ଼ିଏମଓ

Anugul, Angul | Sep 9, 2025
ଅନୁଗୋଳ ଜିଲ୍ଲାରେ ପ୍ରତ୍ୟେକ ଦିନ ସାପ କାମୁଡାରେ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଓ ସଚେତନତା କରା ଯାଉଛି। କିନ୍ତୁ ଲୋକମାନେ ଅନ୍ଧ ବିଶ୍ବାସରେ ଆଜି ପର୍ଯ୍ୟନ୍ତ ଝଡାଫୁଂକା କରୁଛନ୍ତି। ଯାହା ଫଳରେ ମେଡ଼ିକାଲକୁ ଆଣିବାରେ ବିଳମ୍ବ ହେଉଥିବା ଯୋଗୁଁ ଲୋକଙ୍କ ମୃତ୍ୟୁ ହେଉଛି।
Read More News
T & CPrivacy PolicyContact Us