Download Now Banner

This browser does not support the video element.

ବଲାଙ୍ଗୀର: ନେପାଳର କାଠମାଣ୍ଡୁରେ ୱାର୍ଲ୍ଡ ପାୱାରଲିଫ୍ଟିଂ ଚ୍ୟାମ୍ପିୟନସିପରେ ସୁନା ପଦକ ଜିତି ବରପାଲି ପଡାରେ ପ୍ରତିକ୍ରିୟା ରଖିଲେ ଦିବ୍ୟାଙ୍ଗ ବଵଲୁମିଶ୍ର

Balangir, Balangir | Aug 23, 2025
ଚମକିଲେ_ବଲାଙ୍ଗିରର_ବବଲୁ ପାୱାରଲିଫ୍ଟିଂରେ କମାଲ କରିଛନ୍ତି ବଲାଙ୍ଗିର ସହର ବରପାଲି ପଡାର ବବଲୁ ମିଶ୍ର । ନେପାଳର କାଠାମାଣ୍ଡୁ ଠାରେ ଅନୁଷ୍ଠିତ ୱାର୍ଲଡ ପାୱାର ଲିଫ୍ଟିଂ ଟମ୍ପିୟାନସିପରେ ଗୋଲ୍ଡ ମେଡାଲ ପାଇଛନ୍ତି ବବୁଲୁ । ବବଲୁଙ୍କୁ ନେଇ ଏବେ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ମାହୋଲ । ଆଗକୁ ପାରା ଅଲିମ୍ପିକ ଖେଳିବାକୁ ଲକ୍ଷ ରଖିଛନ୍ତି ଦିବ୍ୟାଙ୍ଗ ବବଲୁ ।
Read More News
T & CPrivacy PolicyContact Us