Download Now Banner

This browser does not support the video element.

ବୌଦ୍ଧ ସଦର: କମ୍ପରା ରାସ୍ତାରୁ ବ୍ୟବସାୟୀଙ୍କ ଠାରୁ ଲୁଟ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

Baudh Sadar, Boudh (Bauda) | Jun 11, 2025
ବୁଧବାର ଦିନ ବାଉଁଶୁଣୀ ଥାନା କମ୍ପରା ରାସ୍ତାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ ମାମଲାର 4 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଉଁଶୁଣୀ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଗତ ମେ 24 ତାରିଖ ଅପରାନ୍ହରେ ଜଣେ କଂସା ବାସନ ବ୍ୟବସାୟୀ କମ୍ପରା ରାସ୍ତାରେ ଚାରି ଜଣ ଦୁର୍ବୃତଙ୍କ ଦ୍ବାରା ଲୁଟ୍ ର ଶିକାର ହୋଇଥିଲେ | ଗତକାଲି ପୋଲିସ୍ ତଦନ୍ତ କରି ଚାରି ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ଓ ସେମାନଙ୍କ ନିକଟରୁ 4 ହଜାର ଟଙ୍କା, ମୋବାଇଲ୍ ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଛି |
Read More News
T & CPrivacy PolicyContact Us