This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲାରେ କଂଗ୍ରେସ କର୍ମୀଙ୍କ ସାଗଠାନିକ ବୈଠକ ଅନୁଷ୍ଠିତ
Sambalpur M, Sambalpur | Aug 26, 2025
*ବୁର୍ଲାରେ କଂଗ୍ରେସ କର୍ମୀଙ୍କ ସାଗଠାନିକ ବୈଠକ। ଦଳକୁ ସଂଗଠିତ କରି ଘରକୁ ଚାଲ ଅଭିଯାନ ବ୍ୟାପକ କରିବା ପାଇଁ କର୍ମୀଙ୍କ ମତ ଦେଲେ। ବୁର୍ଲାବାସୀଙ୍କୁ ଜମି ପଟ୍ଟା, SMC ର ତୁରନ୍ତ ନିର୍ବାଚନ, ପାଣି, ବିଜୁଳି ,ରାସ୍ତା ଘାଟ ନିର୍ମାଣ ନେଇ କଂଗ୍ରେସ ଆନ୍ଦୋଳନ କରିବ। ବୁର୍ଲା ମେଡ଼ିକାଲର ବିଭିନ୍ନ ସମସ୍ୟା ନେଇ ଶାନ୍ତି ପୂର୍ଣ୍ଣ ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ବୁର୍ଲା କଂଗ୍ରେସ କର୍ମୀଙ୍କ ନିଷ୍ପତି।* ଆଜି ରାତ୍ର ୭.୩୦ ଟା ସମୟରେ ବୁର୍ଲା ସହରରେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କ ସାଂଗଠାନିକ ବୈଠକ ବୁର୍ଲା ସନ୍ତୋସି ନଗର ସ୍ଥିତ ସାରଦା - ମାଧବ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ