Download Now Banner

This browser does not support the video element.

ପାରଳାଖେମୁଣ୍ଡି: କଲେଜ ଛକ ଠାରେ ରାହୁଲ ଗାନ୍ଧୀର ଫୋଟ ଜଳାଇଲା ବିଜେପି

Paralakhemundi, Gajapati | Sep 5, 2025
କଲେଜ ଛକ ଠାରେ ରାହୁଲ ଗାନ୍ଧୀର ଫୋଟ ଜଳାଇଲା ବିଜେପି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ ଆଜି ଦଶଟା ବେଳେ ରାହୁଲ ଗାନ୍ଧୀର ଫୋଟ ବିଜେପି ପକ୍ଷରୁ ଜଳାଇ ଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ମାଙ୍କ ବିରୋଧରେ ରାହୁଲ ଗାନ୍ଧୀ ଏବଂ ଆର ଜେଡି ନେତା ମାନଙ୍କ କଟାକ୍ଷ କୁ ବିରୋଧ କରି ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ଵରେ ସମସ୍ତ ବିଜେପି ନେତା କର୍ମୀ ମାନେ ଉପସ୍ଥିତ ରହି ରାହୁଲ ଗାନ୍ଧୀ ଙ୍କ ଫୋଟ ଚିତ୍ର ଜାଳି କଂଗ୍ରେସ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଥିଲେ।
Read More News
T & CPrivacy PolicyContact Us