This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ହିର୍ଲାଗୁଡା ରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ
Nabarangapur PS, Nabarangpur | Aug 28, 2025
ହିର୍ଲାଗୁଡା ରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ମେଣ୍ଟ୍ରି ପଞ୍ଚାୟତର ହିର୍ଲାଗୁଡା ଗ୍ରାମରେ ନୂଆ ଖାଇ ଭେଟ ଘାଟ ଅବସର ରେ ସମସ୍ତ ଗୁରୁଜନ ଙ୍କ ଠାରୁ ଆଶ୍ରିବାଦ ଭିକ୍ଷା କରିଥିଲେ ପରେ ଗାଁରେ ଆୟୋଜିତ ହେଉଥିବା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ରେ ଯୋଗଦେଇଥିଲେ ବିଧାୟକଙ୍କ ସହ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶ୍ରୀ ଜଗଦୀଶଚନ୍ଦ୍ର ବିଷୋୟୀ ଏବଂ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ