Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପାପଡାହାଣ୍ଡି ରେ ନିଟ ପରୀକ୍ଷାରେ ସଫଳ ହୋଇଥିବା ଧବଳେଶ୍ୱର ଙ୍କୁ ସମର୍ଦ୍ଧିତ କଲେ ଦୁଇ ମନ୍ତ୍ରୀ

Nabarangapur PS, Nabarangpur | Aug 24, 2025
ପାପଡାହାଣ୍ଡି ରେ ନିଟ ପରୀକ୍ଷାରେ ସଫଳ ହୋଇଥିବା ଧବଳେଶ୍ୱରଙ୍କୁ ସମର୍ଦ୍ଧିତ କଲେ ଦୁଇ ମନ୍ତ୍ରୀ ପାପଡାହାଣ୍ଡି ଶହୀଦ ମିନାର ରେ ଆୟୋଜିତ ଶହୀଦ ଦିବସ କାର୍ଯ୍ୟକ୍ରମ ରେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ତେନ୍ତୁଳିଖୁଣ୍ଟି ଗ୍ରାମର ଧବଳେଶ୍ୱର ପୂଜାରୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ, ତାଙ୍କ ସଫଳତା ପାଈଁ ଶୁଭେଚ୍ଛା ଜଣେଇ ଆର୍ଥିକ ସହାୟତା ମଧ୍ୟ କରିଥିଲେ
Read More News
T & CPrivacy PolicyContact Us