Download Now Banner

This browser does not support the video element.

ସୁନ୍ଦରଗଡ ସହର: ଟାଙ୍ଗରପାଲି ପଞ୍ଚାୟତ ସମିତି ପି, ଏମ୍,ଶ୍ରୀ ବିଦ୍ୟାଳୟ ରେ ବ୍ଳକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

Sundargarh Town, Sundargarh | Sep 10, 2025
ସୁନ୍ଦରଗଡ ବୁଧବାର ଦିନ ୧୧ ଟା ସମୟରେ ଟାଙ୍ଗରପାଲି ପଞ୍ଚାୟତ ସମିତି ପି, ଏମ୍,ଶ୍ରୀ ବିଦ୍ୟାଳୟ ବନ୍ଧପାଲି ଠାରେ ଅନୁଷ୍ଠିତ, ଟାଙ୍ଗରପାଲି ବ୍ଳକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶୁଶ୍ରୀ କୁନ୍ତୀ ପ୍ରଧାନଙ୍କ ଯୋଗଦାନ।
Read More News
T & CPrivacy PolicyContact Us