Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟ୍ ଘାଟ୍ କମିଟି ପକ୍ଷରୁ ଶରସ୍ବତୀ ଶିଶୁ ମନ୍ଦିର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sambalpur M, Sambalpur | Aug 31, 2025
ଧନୁପାଲି ଆଞ୍ଚଳିକ ନୂଆଁଖାଇ ଭେଟ୍ ଘାଟ୍ କମିଟି ପକ୍ଷରୁ ଆଜି ଶରସ୍ବତୀ ଶିଶୁ ମନ୍ଦିର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜ଼ିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ଯୋଗ ଦେଇଥିଲେ l ଆୟୋଜିତ ରକ୍ତଦାନ ଶିବିରରେ ଅନେକ ଯୁବକ ରକ୍ତଦାନ କରିଥିଲେ l ଏହି ସମସ୍ତ ରକ୍ତ ୟୁନିଟ ଗୁଡିକୁ ବୁର୍ଲା ରକ୍ତଭଣ୍ଡାରକୁ ପଠା ଯାଇଛି l
Read More News
T & CPrivacy PolicyContact Us