This browser does not support the video element.
ସୁନ୍ଦରଗଡ ସହର: ଜିଲ୍ଲା ଲକ୍ଷେଘର ସମାଜର କିରେଇ କାର୍ଯ୍ୟାଳୟ ପରିସରରେ ନବ ନିର୍ବାଚିତ କମିଟିର ସଦସ୍ୟଙ୍କୁ ସମ୍ବର୍ଦ୍ଧନା, ଯୋଗ ଦେଲେ ଜିଲ୍ଲା ସଭାପତି
Sundargarh Town, Sundargarh | Sep 7, 2025
ଆଜି ସେପ୍ଟେମ୍ୱର 7 ତାରିଖ ରବିବାର ପୂର୍ବାହ୍ନ 11 ଟାରେ ଜିଲ୍ଲା ଲକ୍ଷେଘର ସମାଜ ସାମୂହିକ ଭାବେ ତାର ନବ ନିର୍ବାଚିତ ସଦସ୍ୟଙ୍କୁ ସମ୍ୱର୍ଦ୍ଧିତ କରିଛି। ଏହି ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସୁନ୍ୟାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଲକ୍ଷେଘର ସମାଜର କାର୍ଯ୍ୟକାରିଣୀ ସଭାପତି ବିଶ୍ବମ୍ବର ମହାନନ୍ଦିଆ ଯୋଗ ଦେଇଥିଲେ । ଏହି ଅବସରରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରେ ସାମୂହିକ ନୂଆଁଖାଇ ଭେଟ ଘାଟ ପାଇଁ ଦିନ ଧାର୍ଯ୍ୟ କରଯାଇଛି। କେବଳ ସେତିକି ନୁହେଁ ସମାଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା, ନିଜ ଜାତିକୁ ନେଇ