Download Now Banner

This browser does not support the video element.

ଅନୁଗୋଳ: ମହଙ୍ଗାଙ୍କୁ ମଦ ପିଇ ଗାଳି ଗୁଲଜ ଏବଂ କମେଣ୍ଟ ମାରିବା ଘଟନାରେ ଅନୁଗୁଳ ସାମିଆପଲ୍ଲି ଅଞ୍ଚଳରୁ ଜଣେ ଯୁବକ ଗିରଫ ସୂଚନା

Anugul, Angul | Sep 11, 2025
ମହଙ୍ଗା ପଡିଲା ମଦ ପିଇ ଗାଳି ଗୁଲଜ ଏବଂ କମେଣ୍ଟ ମାରିବା, ଜଣେ ଯୁବକ ଗିରଫ ସୂଚନା। ସୂଚନା ମୁତାବକ ଅନୁଗୁଳ ପାଳଲହଡା ସାମିଆପଲ୍ଲି ରହୁଥିବା ଜଣେ ମହିଳାଙ୍କୁ ସେ ଅଞ୍ଚଳର ଜଣେ ଯୁବକ ବାରମ୍ବାର ମଦ ପିଇ କମଣ୍ଟ ମରିବା ସହ ମଦ ପିଇ ଗାଳି ଗୁଲଜ୍ କରୁଥିଲେ ତେବେ ଏ ନେଇ ମହିଳା ଜନଙ୍କ ପାଳଲହଡା ଥାନା ର ଦ୍ବାରସ୍ଥ ହୋଇଥିଲେ । ତେବେ ଏ ନେଇ ପୋଲିସ ମାମଲା ରୁଜୁ ମଧ୍ୟ କରି ତଦନ୍ତ ଚାଲାଇଥିଲା । ଏ ନେଇ ଆଜି ଅପରାହ୍ନ 1 ଘଟିକା ସମୟରେ ସାମିଆପଲ୍ଲି ନିକଟରୁ ଉକ୍ତ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମଧ୍ୟ ମିଳିଛି।
Read More News
T & CPrivacy PolicyContact Us