Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭରତପୁର ଥାନା ଅଞ୍ଚଳରେ ଯୁବତୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ କୁ ଗିରଫ ନେଇ ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା
Bhubaneswar M Corp, Khordha | Sep 6, 2025
ବ୍ଲାଇଣ୍ଡ ମର୍ଡର କେଶ କୁ ସମାଧାନ କଲା କମିସନରେଟ ପୋଲିସ | ଭରତ ପୁର ଥାନା ଅଞ୍ଚଳରେ ଜଣେ ଲେଡି କେୟାର ଟେକର ନିଖୋଜ ମାମଲା କରିଥିଲେ | ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା ପୋଲିସ | ପରିବାର ଲୋକେ, ଡିଜିଟାଲ ତଥ୍ୟ, ସିସି ଟିଭି ଫୁଟେଜ କୁ ଖୋଜା ଖୋଜି ଆରମ୍ଭ କରିଥିଲୁ | ଖୋର୍ଦ୍ଧା ଅଞ୍ଚଳରୁ ମୃତ ଦେହ କୁ ଜବତ କଲୁ 5ତାରିଖରେ |ଦେବାଶିଷ ବିଶୋଇ କୁ ପୋଲିସ ଗିରଫ କରିଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!