Install App
newsjajpur9124
This browser does not support the video element.
ଯାଜପୁର: ବ୍ୟାସନଗର ପୌର ପରିଷଦରେ ଲଗୁଚାପ ଯୋଗୁ ପ୍ରବଳ ବର୍ଷା ଆରମ୍ଭ,ବର୍ଷା ଯୋଗୁ ସ୍କୁଲ,କଲେଜ କ୍ଲାସ ବାତିଲ,ଜନ ଜୀବନ ଅସ୍ତବ୍ୟସ୍ତ
Jajapur, Jajpur | Sep 2, 2025
ବ୍ୟାସନଗର ପୌର ପରିଷଦରେ ଲଗୁଚାପ ଯୋଗୁ ପ୍ରବଳ ବର୍ଷା ଆରମ୍ଭ,ବର୍ଷା ଯୋଗୁ ସ୍କୁଲ,କଲେଜ କ୍ଲାସ ବାତିଲ,ଜନ ଜୀବନ ଅସ୍ତବ୍ୟସ୍ତ l ଆଜି ସଖାଳୁ ଜିଲ୍ଲାରେ ଆରମ୍ଭ ହେଇଛି ଲଘୁଚାପ ଜନିତ ବର୍ଷା l ଏହାର ପ୍ରଭାବ ବିଶେଷ ଭାବରେ ବ୍ୟାସନଗର ପୌରାଞ୍ଚଳରେ ଦେଖିବାକୁ ମିଳିଛି l ପ୍ରବଳ ବର୍ଷା ଯୋଗୁ ସହରର ଅଧିକାଂଶ ସ୍କୁଲର କ୍ଲାସ ବାତିଲ ହେଇଯାଇଥିବା ସୂଚନା ମିଳିଛି l ସେପଟେ ଅତ୍ୟଧିକ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଇଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!