This browser does not support the video element.
ଲଇକେରା: ନିକ୍ତିମାଲ ଠାକୁରପଡ଼ାରେ ବିଦ୍ୟୁତ ତାର ଚୋରି; ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ
Laikera, Jharsuguda | Dec 31, 2024
ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଠାକୁରପଡ଼ା ଠାରେ ବିଦ୍ୟୁତ୍ ତାର ଚୋରି । ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ୍ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଠାରେ ରାତି ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ୍ ହୋଇଯାଇଥିଲା । ତେବେ ଆଜି ସକାଳ ସମୟରେ ଗ୍ରାମ ଲୋକେ ଠାକୁରପଡା ଠାରେ ଥିବା ବିଦ୍ୟୁତ୍ ଖୁମ୍ବରୁ ଦୁର୍ବୃତ୍ତ ମାନେ ବିଦ୍ୟୁତ୍ ତାର ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ ।