Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ସ୍ଥିତ ପନାସିଆ ପୋଖରୀ ନିକଟରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ୱାରା 9ଫୁଟର ଅଜଗର ସାପ ଉଦ୍ଧାର,ସ୍ଥାନୀୟ ଲୋକେ ଭୟଭୀତ

Jajapur, Jajpur | Aug 30, 2025
ବ୍ୟାସନଗର ସ୍ଥିତ ପନାସିଆ ପୋଖରୀ ନିକଟରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ୱାରା 9ଫୁଟର ଅଜଗର ସାପ ଉଦ୍ଧାର,ସ୍ଥାନୀୟ ଲୋକେ ଭୟଭୀତ l ପନାସିଆ ଅଞ୍ଚଳର କିଛି ବ୍ୟକ୍ତି ଗାଁ ପୋଖରୀ ଆଡେ ଆସିଥିଲେ l ଏହି ସମୟରେ ପୋଖରୀ କଡରେ ଏକ ବିରାଟକାୟ ଅଜଗର ସାପ ଥିବା ଦେଖିବାକୁ ପାଇଥିଲେ l ଏଥିସହିତ ଭୟଭୀତ ହେଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ସୂଚନା ଦେଇଥିଲେ l ସୂଚନା ପାଇ ମଣିଭଦ୍ର ତୁରନ୍ତ ଘଟଣା ସ୍ଥଳରେ ପହଂଚି ଥିଲେ l ଏଥିସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟ ଚ୍ୟାଷ୍ଠା କରିବା ପରେ ସାପକୁ ଉଦ୍ଧାର କରିବାରେ ସଫଳ ହେଇଥିଲେ l
Read More News
T & CPrivacy PolicyContact Us