Download Now Banner

This browser does not support the video element.

ବଡଗାଁ: ବ୍ଲକର ଦୁଇଟି ପରୀକ୍ଷା କେନ୍ଦ୍ରରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୪୬୮ ଛାତ୍ରଛାତ୍ରୀ

Baragaon, Sundargarh | Jan 7, 2025
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ଆଜି ବଡ଼ଗାଁ ବ୍ଳକର ଦୁଇ ଗୋଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ବଡ଼ଗାଁ ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ ପରିସରରେ ଏହି ପରିକ୍ଷା କରାଯାଇଥିଲା। ବ୍ଳକର ସମୁଦାୟ ୩୬୮ ଜଣ ଛାତ୍ରଛାତ୍ରୀ ଏହି ପରିକ୍ଷା ଦେଇଥିଲେ।
Read More News
T & CPrivacy PolicyContact Us