This browser does not support the video element.
ଭଟଲି: କମଗାଁ ବନ କାର୍ଯ୍ୟାଲୟରେ ଆଜି 71 ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ,ଅତିଥି ଭାବେ ଯୋଗଦେଲେ ବରଗଡ ବନାଞ୍ଚଳ ଅଧିକାରୀ ଓ କମଗାଁ କଲେଜ ଅଧ୍ୟକ
Bhatli, Bargarh (Baragarh) | Oct 2, 2025
ଆଜି ଭଟଲୀ ବ୍ଲକ ର କମଗାଁ ବନ କାର୍ଯ୍ୟାଳୟ ପରିସରରେ 11 AM ରୁ 1 ;30.PM ପର୍ଯ୍ୟନ୍ତ 71 ତମ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ କରିଥିଲେ କମଗାଁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲ, ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ନାୟକ, ପରିବେଶବିଦ ସଞ୍ଜୟ ଖମାରୀ, ବନ୍ୟ ପ୍ରାଣୀ ଗବେଷକ ଶ୍ରୀଯୁକ୍ତ ଆକାଶ ପଧାନ, ଉପ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ନୀଳାଞ୍ଚଳ ଜେନା ଓ ବରଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ଆରତୀ ନେଗୀ ଓ ବନ ସୁରକ୍ଷା ସମିତି ର ସଭାପତି ଓ ଅନ୍ଯାନ୍ଯ ମାନ୍ଯଗଣ୍ଯ ଅତିଥି ଉପସ୍ଥିତ ଥିଲେ।