Download Now Banner

This browser does not support the video element.

ଉଦଳା: ଆରଆଇ ଚାକିରି କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ବାରିପଦାରୁ ଅଭିଯୁକ୍ତକୁ ଗିରଫ କଲା ଉଦଳା ପୋଲିସ

Udala, Mayurbhanj | Oct 4, 2024
ଉଦଳା - ବର୍ଷେ ପରେ ଗିରଫ ହେଲା ଠକ । ଚାକିରୀ କରାଇ ଦେବାକୁ କହି ଲୁଟିନେଇଥିଲା ଲକ୍ଷାଧିକ ଟଙ୍କା, ବାରିପଦାର ୧୮ ନମ୍ବର ୱାର୍ଡରୁ ଗତକାଲି ରାତିରେ ଉଠାଇ ଆଣିଲା ଉଦଳା ପୋଲିସ । ଗିରଫ ଠକ ବାରିପଦାର ରମାକାନ୍ତ ବେହେରା । ଆରଆଇରେ ଚାକିରୀ କରାଇଦେବେ କହି ଲୁଟି ନେଇଥିଲେ ୧୨ ଲକ୍ଷ ରୁ ଅଧିକ ଟଙ୍କା । ତେବେ ଆଜି ଦିବା ୦୨ ଘଟିକା ସମୟରେ ସୂଚନା ପ୍ରଦାନ କରିଛନ୍ତି ଉଦଳା ଥାନା ଅଧିକାରୀ ।
Read More News
T & CPrivacy PolicyContact Us