This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହେଲା ପାରମ୍ପରିକ ଶିଶୁ ପର୍ବ ପୁରା ଉଆଁସ
Baudh Sadar, Boudh (Bauda) | Aug 23, 2025
ଶନିବାର ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ ପାରମ୍ପରିକ ଶିଶୁ ପର୍ବ ପୁରା ଉଆଁସ ପାଳିତ ହୋଇ ଯାଇଛି l ଆଜି ଭାଦ୍ରବ ମାସର ପବିତ୍ର ସପ୍ତପୁରୀ ଅମାବାସ୍ୟା ଅବସରରେ ବୌଦ୍ଧ ବ୍ଲକର ବିଭିନ୍ନ ଦେବାଦେବୀ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ପରେ ଅପରାନ୍ହରେ ଗାଆଁ ଗାଆଁରେ ବାଳକ ବାଳିକା ମାନେ ପୁରା ଉଆଁସ ପାଳନ କରିଛନ୍ତି |