Install App
mishrasanuj
This browser does not support the video element.
ବଲାଙ୍ଗୀର: କୁଡ଼ାସିଂହା ଗ୍ରାମ ରେ କିଟନାଶକ ପିଇ ଜଣେ ଯୁବକଙ୍କ ଆତ୍ମହତ୍ୟା ଚେଷ୍ଟା ଗୁରୁତର ଭାବେ ମେଡ଼ିକାଲ୍ ରେ ଭର୍ତ୍ତି
Balangir, Balangir | Jul 31, 2025
ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗ୍ରାମରେ ଜଣେ ଯୁବକ କିଟନାଶକ ପିଇ ଆତ୍ମହତ୍ୟା ଚେଷ୍ଟା କରିଥିବା ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ରାତି ପ୍ରାୟ ୧୦ଟା ସମୟରେ ଭିମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଟିଏ ନାମ ସୁଦାମ ପାତ୍ର ବୋଲି ଜଣା ପଡ଼ିଚି ସୂଚନାରୁ । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!